A flower with 4 petals
Saturday, 13 June 2026
ହେ ମାଧବ ମଧୁସୁଦନା
ହେ ମାଧବ ମଧୁସୁଦନା ଶ୍ରୀରାଧା ମାନସ ଚନ୍ଦ୍ରମା କେବେ ଦର୍ଶନ ଦେବ ହେ ଟିକିଏ ଦିଅନା ସୂଚନା ହେ ଅର୍ଜୁନ ସଖା ନୀଳଚକ୍ର ନେତ ପତିତପାଵନା ଗୋବିନ୍ଦ ଛନ୍ଦା ଚରଣ ବିନା କାହିଁ ଆତ୍ମା ରସେନା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment