Friday, 19 June 2026

କୃଷ୍ଣ କୃପାରେ ବାଡ଼ିରେ ମଲ୍ଲି ଫୁଲ ପୁଞ୍ଜା ପୁଞ୍ଜା

କୃଷ୍ଣ କୃପାରେ ବାଡ଼ିରେ ମଲ୍ଲି ଫୁଲ ପୁଞ୍ଜା ପୁଞ୍ଜା ଆସିଲେ ମାଳା ଗୁନ୍ଥି କୃଷ୍ଣ ଗଳାରେ ଲମ୍ବେଇବି ଆରତି ନିମନ୍ତେ ଘୃତ କର୍ପୁର ତୁଳସୀ ଥାଳ ପୂର୍ଣ୍ଣ ପଦ୍ମାସନ ଦେଇ ଗୀତଗୋବିନ୍ଦ ଗାଇ ଶୁଣେଇବି

No comments:

Post a Comment