Wednesday, 17 June 2026

ବ୍ରହ୍ମଦାରୁ ଚତୃର୍ଦ୍ଧା ଲାଗି ନିତି ରାନ୍ଧୁ ଷାଠିଏ ପଉଟି

ବ୍ରହ୍ମଦାରୁ ଚତୃର୍ଦ୍ଧା ଲାଗି ନିତି ରାନ୍ଧୁ ଷାଠିଏ ପଉଟି ଉଡି ଯାଉଥିବା ଚଢେଇଟିଏର ଭୋକ ପାରୁ ଜାଣି ତ୍ରିନୟନେ ଦେଖ ମା ଅପଲକ ଅଣଦେଖା କଲେ ସନ୍ତାନ ବତ୍ସଳା ଦୟା କଲେ ଭେଟନ୍ତି ବେଣୁ ପାଣି

No comments:

Post a Comment