Tuesday, 16 June 2026

ଭୋଗ ବିନା ଇନ୍ଦ୍ରିୟ ଦଣ୍ଡେ ସ୍ଥିର ନୁହଁନ୍ତି

ଭୋଗ ବିନା ଇନ୍ଦ୍ରିୟ ଦଣ୍ଡେ ସ୍ଥିର ନୁହଁନ୍ତି ଦେହରେ ଥାଇ କେମିତି ସାଧିବା ଯୋଗ ପଞ୍ଚ ଭୁତ ପଞ୍ଚ ସଖା ବୈକୁଣ୍ଠ କୈବଲ୍ୟ ଏକାନ୍ତ ସେବାରେ ମୁକ୍ତ ସଂସାର ରୋଗ

No comments:

Post a Comment