Wednesday, 10 June 2026

ମୋର ଆତ୍ମା ଶାରୀ ଲୋ ତୁହି କେଉଁଠି ରହୁଛୁ

ମୋର ଆତ୍ମା ଶାରୀ ଲୋ ତୁହି କେଉଁଠି ରହୁଛୁ ଇହ କାଳରେ କାହିଁ କେଉଁଠି ନ ହେଲା ଭେଟ ଯୁଆଡେ ଗଲେ ଇନ୍ଦ୍ରିୟ ଷଢ଼ ରିପୁ କୋଳାହଳ କଣ ଗରୁଡ ପଛରେ ହୃଦୟ ତୋ ଅତି ନିଷ୍କପଟ

No comments:

Post a Comment