Wednesday, 10 June 2026

ମୋତେ ଆଉ କିଏ ହାତ ଧରି ଚିହ୍ନାଇବ ଆତ୍ମାକୁ

ମୋତେ ଆଉ କିଏ ହାତ ଧରି ଚିହ୍ନାଇବ ଆତ୍ମାକୁ କୃଷ୍ଣ ଜଗନ୍ନାଥ ବ୍ରହ୍ମଦାରୁ ଚକାଡୋଳା ଅଧାଗଢା ଦେହ ସଂସାର ଚଳନ୍ତି ଇନ୍ଦ୍ରିୟ ବୁଦ୍ଧିକୁ ଆଶ୍ରା କରି ଷଢ଼ ରିପୁଙ୍କ ଚକ୍ରବୁହ ନ ଭେଦିଲେ ପୋଥି ପଢା

No comments:

Post a Comment