A flower with 4 petals
Wednesday, 10 June 2026
ମୋର ଦେହ ଯାହା ଯାହା ସାଉଁଟିଥିଲା
ମୋର ଦେହ ଯାହା ଯାହା ସାଉଁଟିଥିଲା ହେ ଗୋବିନ୍ଦ ହେ ଗୋବିନ୍ଦ ଅଧିକାଂଶ ହୋଇ ଗଲାଣି ଛିଣ୍ଡା ପୁରୁଣା ମୋର ଦୁଆରେ ଉଭା ଯମ ଦୂତ ହସ୍ତରେ କାଳ ଫାସ ଗୋବିନ୍ଦ ହେ ଶରଣକୁ ଦିଅ ଅଶେଷ କରୁଣା ଚରଣା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment