Monday, 15 June 2026

ବେଳ ବୁଡ଼ିଲା କାଳ ପୁରିଲା କୃଷ୍ଣ ନ ଦେଖିଲି

ବେଳ ବୁଡ଼ିଲା କାଳ ପୁରିଲା କୃଷ୍ଣ ନ ଦେଖିଲି କିବା ଲାଭ ଦୁଲର୍ଭ ଏହି ନର ଶରୀରକୁ ବହି କୃଷ୍ଣ ଦର୍ଶନ ବିନା ପଞ୍ଚ ଭୁତେ କି ମିଶିବ ଶବ କୃଷ୍ଣ ବିରହେ ନୟନରେ ଲୁହ ନ ପାରେ ରହି

No comments:

Post a Comment