Friday, 19 June 2026

ଶ୍ରୀରାଧା ବୋଳିଲେ ଆତ୍ମାରେ ହରି ଚନ୍ଦନ ସମାନ

ଶ୍ରୀରାଧା ବୋଳିଲେ ଆତ୍ମାରେ ହରି ଚନ୍ଦନ ସମାନ ପରୀକ୍ଷିତ ପାନକଲେ ଆକଣ୍ଠ ଭାଗବତ ସୁଧା ରସ କମଳିନୀ ସ୍ଥାପିଲେ ହୃଦୟ କମଳରେ ହରି ଚରଣ ଭକ୍ତି କାଙ୍ଗାଳ ମୁହିଁ ପାଇବିକି କୃଷ୍ଣ କଠଉ ପରଶ

No comments:

Post a Comment