Wednesday, 1 January 2025

କାହାର ଏଡ଼େ ଅଲିଅଳି କନ୍ୟା ତୁହି ଭୁବନେଶ୍ୱରୀ

କାହାର ଅଲିଅଳି କନ୍ୟା ତୁହି ମାଆ ଭୁବନେଶ୍ୱରୀ କେତେ ବାତ୍ସଲ୍ୟ ମମତା ତୋତେ ଦେଇଛି ବୋଳି ସାତ ବିକାର ମୋତେ ବଡ ହନ୍ତସନ୍ତ କରୁଛନ୍ତି ମା ଦୁର୍ଗତିନାଶିନୀ ସଂହାର କର ଏତିକି କରୁଛି ଅଳି

No comments:

Post a Comment