Friday, 3 January 2025

ରାମ ନାମ ଜପୁଥା ମୋ ମନରେ

ରାମ ନାମ ଜପୁଥା ମୋ ମନରେ ମନରେ ଅନ୍ତରରେ ଚିର ହସୁଥା ରାମ ନାମ ହରେ ସକଳ ପ୍ରାରବ୍ଧ ନିଷ୍କଳଙ୍କ ନିଷ୍କାମ ହୋଇ ବଞ୍ଚିଥା

No comments:

Post a Comment