Thursday, 2 January 2025

ହେ ଶ୍ରୀରାମ ପ୍ରଭୁ ହରି ତୁମେ ଅତୀବ କାରୁଣ୍ୟ ବିଗ୍ରହ

ହେ ଶ୍ରୀରାମ ପ୍ରଭୁ ହରି ତୁମେ ଅତୀବ କାରୁଣ୍ୟ ବିଗ୍ରହ ତୁମ୍ଭରି ପାଦରେଣୁ ସ୍ପର୍ଶରେ ଅହଲ୍ୟା ଲଭିଲା ଗୌତମ ହେ ଆଞ୍ଜେନେୟ ହୃଦୟ କମଳ କେଶର କଳା ଭ୍ରମର ଶରଣ ଶରଣ ଶରଣ ଭକ୍ତ ହୃଦ ଚନ୍ଦନ ପୁରୁଷ ଉତ୍ତମ

No comments:

Post a Comment