Sunday, 9 March 2025

ବିଦ୍ୟାଳୟରେ ଶିକ୍ଷା ଗୁରୁ ନାମ ଦେଲେ ରାମ ବୋଲି

ବିଦ୍ୟାଳୟରେ ଶିକ୍ଷା ଗୁରୁ ନାମ ଦେଲେ ରାମ ବୋଲି ହେଲେ କିଏ ଏହି ରାମ ଯାହା ନାମରେ ପୁରିଛି ପିୟୁଷ ମାରୁତି ପୂଜକଙ୍କ ପାଦ ଧୂଳିକୁ ସର୍ବାଙ୍ଗରେ ବୋଳି ହୁଏ ସତେ ସେ ରାମଙ୍କୁ ଦେଖିବି ସରି ଯାଉଛି ମୋ ଆୟୁଷ

No comments:

Post a Comment