Sunday, 9 March 2025

ଵାସୁଆ ବଳଦରେ ଅଛିକି କିଛି ଦିବ୍ୟ ସନ୍ଦେଶ

ଵାସୁଆ ବଳଦରେ ଅଛିକି କିଛି ଦିବ୍ୟ ସନ୍ଦେଶ କେବେ ଅବତାର ନେବେ ପ୍ରେମ ସ୍ୱରୂପ ସାଇ ସେବକ ହୋଇ ସେବିବାକୁ ପ୍ରଭୁଙ୍କ ଅଳାରେ ବୈଷ୍ଣବଙ୍କର କଠଉ ବୁଲୁଛି ମୁଣ୍ଡରେ ଥୋଇ

No comments:

Post a Comment