Tuesday, 11 March 2025

ଆଉ କେତେ ନିରବ ରହିବ ହେ ଭଵ ସାଗର ନାଉରି

ଆଉ କେତେ ନିରବ ରହିବ ହେ ଭଵ ସାଗର ନାଉରି କହ କହ କହରେ ବଂଶୀ ବଦନ ପଦେ ଦରଦୀ କଥା ଜୀବନ ସାରା ଇନ୍ଦ୍ରିୟଙ୍କ ସେବା କରି କରି ଦିନ ଗଲା ବଢ଼ା ବଢ଼ା ବଢ଼ାରେ ଛନ୍ଦାପାଦକୁ ରଖେ ଟିକେ ମଥା

No comments:

Post a Comment