Tuesday, 11 March 2025

ଅଛିଦ୍ର ହୋଇ ତୁମେ ହିଁ ପୂରିଛ ପିଣ୍ଡ ବ୍ରହ୍ମାଣ୍ଡରେ

ଅଛିଦ୍ର ହୋଇ ତୁମେ ହିଁ ପୂରିଛ ପିଣ୍ଡ ବ୍ରହ୍ମାଣ୍ଡରେ ଘେନ ସାଷ୍ଟାଙ୍ଗ ପ୍ରଣିପାତ ଶରଣ ଛନ୍ଦା ପାଦରେ ତୁମେ ଭାବକୁ ଅତି ନିକଟ ହେ ମୋହନ ବଂଶୀ ହୃଦୟ ଚନ୍ଦନ ଅର୍ଗଳୀ ଟିକେ ବସିବ ଆଦରରେ

No comments:

Post a Comment