A flower with 4 petals
Sunday, 9 March 2025
ତୋ ନିରବତା ମୋତେ ଭାରି ଭଲ ଲାଗେ
ତୋ ନିରବତା ମୋତେ ଭାରି ଭଲ ଲାଗେ ତୋ ଉଦାର ପଣକୁ ସଦା ହେଉଥାଏ ଗୁଣି ତୋ ଛନ୍ଦାପାଦରେ ଥରେ ମଥା ମୁଁ ରଖନ୍ତି ଅନ୍ତର୍ଯ୍ୟାମୀ ଗୋବିନ୍ଦ ହେ ପାରୁଥିବୁ ଶୁଣି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment