Friday, 7 March 2025

ହୋଇ ଥାଆନ୍ତ ତୁମେ ରାଜ୍ୟାଧି ରାଜା ହେ ଚକାଡୋଳା

ହୋଇ ଥାଆନ୍ତ ତୁମେ ରାଜ୍ୟାଧି ରାଜା ହେ ଚକାଡୋଳା ଆଉ ଏହି ମହାପତିତ ହୋଇଥାଆନ୍ତା ଚରଣେ ସେବକ ଦେହ ଆଖି ହାତର ଏତେ ପାଖରେ ପାଇ ତୁମକୁ ପ୍ରାଣ ଆତ୍ମାନନ୍ଦରେ ନାଚୁଥାନ୍ତି ମନ ହେଉଥାନ୍ତା ଅତି ଭାବୁକ

No comments:

Post a Comment