Friday, 7 March 2025

Happy Women Day 2025

ନାରୀ ରୂପରେ ତୋର ଯେଉଁ ଆକାର ସମୂହ ହେ କୃଷ୍ଣ କରୁଣାମୟୀ ଜନନୀ କେବଳ କରଇ ପରମ ପ୍ରତୀକ୍ଷା ଜନନୀ ହିଁ ଛପନ କୋଟି ଜୀବ ସଜ୍ଞା ଅଭୟ ଆଶ୍ରୟ ଯା ପଣତରେ ହର ବ୍ରହ୍ମା ବିଷ୍ଣୁ ଲଭନ୍ତି ପରମ ସୁରକ୍ଷା

No comments:

Post a Comment