Saturday, 8 March 2025

ମୋ ବାପା ମାଆ ହେଲେ ଚିର ଶଶ୍ମାନବାସୀ

ମୋ ବାପା ମାଆ ହେଲେ ଚିର ଶଶ୍ମାନବାସୀ ଭଉଣୀ ପଣତ କାନିରେ ବାନ୍ଧିଲି ମୋ ମନ ଭଉଣୀ ପଣତରେ ବନ୍ଧାଥିଲା କଳାବାଦନ ପ୍ରାଣପ୍ରିୟଙ୍କର ମିଳିଗଲା ମୋତେ ଦରଶନ "କିଏ କହେ ପ୍ରଭୁ ଠକି ଦିଅନ୍ତି କେଉରୁପେ କାହାତୃଦୟରେ ପ୍ରଭୁ ନିଜେ ବିଜେ ହୁଅନ୍ତି ତାଙ୍କ ସନ୍ତାନ ର କଷ୍ଠକୁ ଆସି ହରିନିଅନ୍ତି" -Sumati

No comments:

Post a Comment