Monday, 7 April 2025

କଳା ଭ୍ରମରରେ ଯାଇ ତୁହି ଶ୍ୟାମ ବନ୍ଧୁଙ୍କୁ କହିବୁ

କଳା ଭ୍ରମରରେ ଯାଇ ତୁହି ଶ୍ୟାମ ବନ୍ଧୁଙ୍କୁ କହିବୁ ହୃଦୟ କମଳ ପାଖୁଡା ତାଙ୍କୁ ଝୁରି ଝୁରି ମଉଳିଲା ଅଶେଷ ଭକତ ବାହୁଡା ଯାତ୍ରା ଚନ୍ଦନ ଅର୍ଗଳୀରେ ସୁଧା ଗୀତଗୋବିନ୍ଦ ମୋତେ ସମ୍ପୂର୍ଣ୍ଣ ପାଷୋରିଲା

No comments:

Post a Comment