Friday, 25 April 2025

ମୋହରି ବେନି ପାଦରେତ ବାଟ ଚାଲୁଅଛ

ମୋହରି ବେନି ପାଦରେତ ବାଟ ଚାଲୁଅଛ ହେ କୃଷ୍ଣ କେଶବ ଆଉ କେତେ ଚଲାଇବ ଉଦାର ଦିଅଁଙ୍କ ହୃଦରେ ଦୟା କି ନ ଆସେ ଏମିତି କି ତୁମକୁ ଝୁରି ଝୁରି ମୋ ଦିନ ଯିବ

No comments:

Post a Comment