Saturday, 26 April 2025

ଅତି ଘୋର ମାୟା ଭୟରେ ଇନ୍ଦ୍ରିୟଙ୍କୁ ଭିଡିଣ

ଅତି ଘୋର ମାୟା ଭୟରେ ଇନ୍ଦ୍ରିୟଙ୍କୁ ଭିଡିଣ କଚ୍ଛପ ସମାନ ମୋ ଦେହ ଭିତରେ ଲୁଚାଇଲି ମୋର ବଡ ପୁଅ ମନ ରାବଣ ସମ ସ୍ୱଭାବ ତା ବିଭୀଷଣ ବିବେକକୁ ପାଦପଦ୍ମେ ଲୋଟାଇଲି

No comments:

Post a Comment