Friday, 25 April 2025

ତୁମ୍ଭ ଅପଲକ ଚକାଡୋଳାକୁ କିବା ଲୁଚାଇବ ମୁହିଁ

ତୁମ୍ଭ ଅପଲକ ଚକାଡୋଳାକୁ କିବା ଲୁଚାଇବ ମୁହିଁ ଅତୀବ ସୀମିତ ବୁଦ୍ଧି ହେ ରାଧା ମୋହନ କ୍ଷମାନିଧି ତୁମ୍ଭେ ମୋର ପଞ୍ଚ ପ୍ରାଣ ବାୟୁ ହୃଦୟ ସ୍ପନ୍ଦନ ଆତ୍ମା ଏହି ପତିତ ଲାଗି ଚଲାପଥ ତୁମ୍ଭେ କରୁଣା ବାରିଧି

No comments:

Post a Comment