Monday, 21 April 2025

ତୁହି ଗୋବିନ୍ଦ ମୋହର ଅଜର ଅମର ପୁଅ

ତୁହି ଗୋବିନ୍ଦ ମୋହର ଅଜର ଅମର ପୁଅ ମୁହିଁ ତୋହର ଜରାଜୀର୍ଣ୍ଣ ବ୍ୟାଧି ଗ୍ରସ୍ତ ବାପ ହାତ ଧର ଗୋଵିନ୍ଦ ହେ ଚଳିବି ସଂସାରେ ବାପ ପୁଅ ଭେଟିବାକୁ ଲୋଡ଼ା କିବା ତପ

No comments:

Post a Comment