Saturday, 26 April 2025

ଅଧା ଗଢା ହୋଇଵି ଚିତ୍ତକୁ ଏଡିକି ମୋହୁଛି

ଅଧା ଗଢା ହୋଇଵି ଚିତ୍ତକୁ ଏଡିକି ମୋହୁଛି ସମ୍ପୂର୍ଣ୍ଣ ହୋଇଥିଲେ ହୋଇ ଯାଆନ୍ତାଣି ପ୍ରେମ ମୋର ସଂସାରୀ ମନକୁ କି କିମିଆ କଲା ଲୋ ସଦା ନିରନ୍ତର ଜପେ ହରେ କୃଷ୍ଣ ହରେ ରାମ

No comments:

Post a Comment