Saturday, 26 April 2025

ହେ କୃଷ୍ଣ କରୁଣା ସିନ୍ଧୁ ଅଖିଳ ଜୀବର ପରମ ଗତି

ହେ କୃଷ୍ଣ କରୁଣା ସିନ୍ଧୁ ଅଖିଳ ଜୀବର ପରମ ଗତି ତୁମ୍ଭେ ଅତି କାରୁଣ୍ୟ ରୂପ ଶ୍ରୀରାମ ସନ୍ଥ ଜନ ଗତି ହେ କୃଷ୍ଣ ପତିତପାବନ ଭକ୍ତ ହୃଦ ଶୀତଳ ଚନ୍ଦନ ତୁମ୍ଭେ ଶାନ୍ତାକାର ଅନନ୍ତ ଶୟନ ମୋର ସଦା ମତି

No comments:

Post a Comment