Wednesday, 30 April 2025

ସାମର୍ଥ ମୋର କେବଳ ଚର୍ମ ଆଖି କାନ ଦୁଇ

ସାମର୍ଥ ମୋର କେବଳ ଚର୍ମ ଆଖି କାନ ଦୁଇ ଅନ୍ୟ ଉପାୟ ନାହିଁ ବଡ ଅଜ୍ଞାନୀ କ୍ଷୀଣ ବୁଦ୍ଧି ହେ ଅଧାଗଢା ତୋ ଭେଟ ହେଲା ଦିବା ସ୍ବପ୍ନ ହେ ବ୍ରହ୍ମଦାରୁ ତ୍ରାହି ତ୍ରାହି ଚିତ୍ତରେ ନାହିଁ ଶୁଦ୍ଧି

No comments:

Post a Comment