A flower with 4 petals
Monday, 21 April 2025
ତୋତେ କିବା ମୁହିଁ ପୂଜିବି ହେ ଭକ୍ତ ହୃଦୟ ଚନ୍ଦନ
ତୋତେ କିବା ମୁହିଁ ପୂଜିବି ହେ ଭକ୍ତ ହୃଦୟ ଚନ୍ଦନ କଳା ଭଅଁର ହୋଇ ଅଇଁଠା କରିଦେଲୁ ସବୁ ଫୁଲ କେଡେ ଭାବିଥିଲି ତୋତେ ମୁହିଁ ମନକୁ ଦେଇଥାନ୍ତି ରାଧା ଚିତ୍ତ ଚୋରି କରି କଲୁ ତୁ କେଡେ କଲବଲ 🙏🙏🙏
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment