Tuesday, 29 April 2025

ହେ କୃଷ୍ଣ ସୁନ୍ଦର କୃଷ୍ଣ ମଧୁର କୃଷ୍ଣ ଉଦାର

ହେ କୃଷ୍ଣ ସୁନ୍ଦର କୃଷ୍ଣ ମଧୁର କୃଷ୍ଣ ଉଦାର ହେ ଅଖିଳ କୋଟି ବ୍ରହ୍ମାଣ୍ଡ ଜୀବନ ସୁଧାର ଭାବରେ ଅର୍ଚ୍ଚନା ନିମନ୍ତେ ହେଲ ଅଧାଗଢା ହେ ଗୋବିନ୍ଦ ଲକ୍ଷ୍ମୀ ପ୍ରାଣ ଉଦ୍ଧାର ଉଦ୍ଧାର

No comments:

Post a Comment