Sunday, 27 April 2025

ଏହି ମନ

ଏହି ମନ ନିତି ଚଢ଼େ ତୋର ବାଇଶି ପାବଛ କାନ୍ଧରେ ଝୁଲି ଆଉ ଝୁଲିରେ ନିଜ ବାଡି ମଲ୍ଲି ଏହି ହ୍ରୁଦୟ ନିରନ୍ତର ଚିନ୍ତେ ତୋ କୃପା ଲୀଳା ଅନ୍ତରରରେ ସେବା ସେବାରେ ଶ୍ରଦ୍ଧାର ବାଲି

No comments:

Post a Comment