Tuesday, 29 April 2025

ନମସ୍ତେ ନମସ୍ତେ ନମସ୍ତେ କମଳା ମାଆ ଗୋ

ନମସ୍ତେ ନମସ୍ତେ ନମସ୍ତେ କମଳା ମାଆ ଗୋ ପିଣ୍ଡେ ପ୍ରାଣ ଥିବାଯାଏ ଥିବୁ ହୃଦୟ କମଳରେ ଛନ୍ଦା ପାଦରେ ସ୍ମିତ ହସୁଥିବେ ମୁରଲୀ ବଦନ ମାଆ ସେ ଛଇକୁ ଚିନ୍ତୁଥିବି ବେଳ ଅବେଳରେ

No comments:

Post a Comment