Tuesday, 29 April 2025

ଚାକର ଵାକର ଯଦି ଘର ନିଘା ରଖୁଥାନ୍ତେ

ଚାକର ଵାକର ଯଦି ଘର ନିଘା ରଖୁଥାନ୍ତେ ଘର ମାଲିକଙ୍କୁ ଘର କାହିଁକି ଅବା ଖୋଜନ୍ତା ଅହଂ ବିକାର ଯଦି ମୁକ୍ତି ପ୍ରଦାନ କରୁଥାନ୍ତେ ସତ୍ୟ ଧର୍ମ ପଥେ ଆଉ କିଏ ଅବା ଚାଲନ୍ତା

No comments:

Post a Comment