Tuesday, 29 April 2025

ଏହି ଯେଉଁ ସକଳ ଦୃଶ୍ୟ ଅଦୃଶ୍ୟ ସଚରାଚର

ଏହି ଯେଉଁ ସକଳ ଦୃଶ୍ୟ ଅଦୃଶ୍ୟ ସଚରାଚର କେବଳ ତୁହି ଏକାକ୍ଷର ଏକଇ ବ୍ରହ୍ମ ନିରାଧାର ସକଳ ଦେବାଦେବୀ ବ୍ରହ୍ମଦାରୁରେ ବ୍ରହ୍ମ କମଳ ସୁମତି ବୋଲେ ତୁହି ରାମ ସାଇରାମ ହରିହର

No comments:

Post a Comment