Friday, 25 April 2025

କମଳ ମଞ୍ଜି ପକେଇଲା ପତ୍ରଟିଏ

କମଳ ମଞ୍ଜି ପକେଇଲା ପତ୍ରଟିଏ ମାଆ କମଳା ତୁହି ପଦ୍ମଟିଏ ଫୁଟା ମୋ ଡାକ ନ ଶୁଣନ୍ତି ଚକାଡୋଳା ତୁହି ଜାଣୁ ମା ମୋ କପାଳ ଫଟା

No comments:

Post a Comment