Tuesday, 29 April 2025

ମାଆକୁ ଛାଡ଼ି ଆଉ କିଏ

ମାଆକୁ ଛାଡ଼ି ଆଉ କିଏ ବୁଝିବ ପାଦର ବ୍ୟଥା କୋଳରେ ଥୋଇ ନିଦ ଆସିବା ଯାଏ ଘସୁଥିବ ମାଆକୁ ଛାଡି ମନ ଜାଣି ବାଢିଦେବ ଭୋଜନ ଫେରିବା ବାଟକୁ ଆସି ଆଖି ବିଛେଇ ବସିଥିବ

No comments:

Post a Comment