A flower with 4 petals
Sunday, 27 April 2025
ହେ ଅବର୍ଣ୍ଣିନୀୟ ଅଖଣ୍ଡ ଆନନ୍ଦ ବ୍ରହ୍ମାନନ୍ଦ
ହେ ଅବର୍ଣ୍ଣିନୀୟ ଅଖଣ୍ଡ ଆନନ୍ଦ ବ୍ରହ୍ମାନନ୍ଦ ଅର୍ଦ୍ଧନାରୀଶ୍ୱର ରୂପ ହେ ଅଧାଗଢା ବ୍ରହ୍ମଦାରୁ ଚଉଠେ ବିଶ୍ୱମାତ ଚଉଠେ ବିଶ୍ୱ ବାପ ହେ ଗୋଲକ ନାଥ ଲକ୍ଷ୍ମୀ ନାଥ ଅଣୁ ରେଣୁ ପୂର୍ଣ୍ଣବ୍ରହ୍ମ ଲୀଳାନିଧି ବାଇଶିପାହାଚ ଚଢ଼ୁ ଚଢ଼ୁ ପତିତ ଦେହରୁ ଝରି ପଡେ ସବୁ ପାପ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment