Wednesday, 30 April 2025

ଅନ୍ଧକୁ ଯେସନେ ହସ୍ତୀର ପାଦ ସ୍ତମ୍ଭ ଶରୀର କାନ୍ଥ

ଅନ୍ଧକୁ ଯେସନେ ହସ୍ତୀର ପାଦ ସ୍ତମ୍ଭ ଶରୀର କାନ୍ଥ ତେସନେ ଅଜ୍ଞାନୀ ଅନୁମାନରେ ଏହି ସଂସାର ମାୟା ବ୍ରହ୍ମଜ୍ଞାନୀକୁ ଏହି ଅଖିଳ ସଂସାର ବିଷ୍ଣୁଙ୍କ ଚଳନ୍ତି ରୂପ କମଳାଙ୍କ କୃପାରେ ବ୍ରହ୍ମଦାରୁ ହୁଏ ଏ ସଂସାର କାୟା

No comments:

Post a Comment