Tuesday, 22 April 2025

ହେ ବୈଷ୍ଣବ ଉତ୍ତମ ଦେବାଧିଦେବ

ହେ ବୈଷ୍ଣବ ଉତ୍ତମ ଦେବାଧିଦେବ ମହାଦେବ ଶିବ ଶଙ୍କର ପାପ କ୍ଷୟ ଲାଗି ଏହି ପତିତ ବିଲ୍ୱ ମୂଳରେ ନିତି ଢାଳେ ପାଣି ହେ ମହାଯୋଗ ଯୋଗେଶ୍ୱର ତ୍ରିକାଳ କାଳଦର୍ଶୀ ଆତ୍ମା ଲିଙ୍ଗ ହେ ସାଇ ଶିବ ବାଞ୍ଛା ଭେଟନ୍ତି ତୁମର ଅତି ପ୍ରିୟ ବେଣୁପାଣି

No comments:

Post a Comment