Monday, 21 April 2025

ସଂସାର ରଙ୍ଗ ମଞ୍ଚରେ ସଭିଁଙ୍କ ଅଭିନୟ ଅତି ନିଖୁଣ

ସଂସାର ରଙ୍ଗ ମଞ୍ଚରେ ସଭିଁଙ୍କ ଅଭିନୟ ଅତି ନିଖୁଣ ଗୋବିନ୍ଦ ହେ ଆଖଡ଼ା ଶାଳରେ ନାହିଁଟି ଛନ୍ଦ କପଟ ଅଭିନୟ ସାରିଣ ତୋତେ ଥରୁଟିଏ ଦର୍ଶନ କରିଥାନ୍ତି ହରି ହେ ଏ ଦିନ ମଜୁରିଆ ନ ଜାଣେ ବୈକୁଣ୍ଠ ବାଟ

No comments:

Post a Comment