Friday, 25 April 2025

କୁଆଡେ ଅଦୃଶ୍ୟ ହୋଇଗଲୁ ମା ଭବାନୀ

କୁଆଡେ ଅଦୃଶ୍ୟ ହୋଇଗଲୁ ମା ଭବାନୀ ହୃଦୟ ପଦ୍ମ କେଶରରେ ସ୍ଥାପି ସାଇ ମାଆ ମୁହିଁତ ପତିତ ପୂଜା ଅର୍ଚ୍ଚନା କିଛି ନ ଜାଣେ ତୋ ପଦ୍ମ ପାଦକୁ ଚିନ୍ତେ କହି ଦେଇ ଯାଆ

No comments:

Post a Comment