Wednesday, 30 April 2025

ଛାଇ ନିଦରେ ଶୋଇଥିବା ମଣିଷଟିଏ

ଛାଇ ନିଦରେ ଶୋଇଥିବା ମଣିଷଟିଏ ଯେମିତି ଉଠେ ଥରୁଟିଏ ଡାକିଦେଲେ ତେମନ୍ତେ ଉପସ୍ଥିତ ହୁଅ ମୋ ଆଗରେ ହେ ପ୍ରାଣନାଥ ତୋତେ ସ୍ମରଣ କଲେ

No comments:

Post a Comment