Sunday, 20 April 2025

କେବଳ ଥରୁଟିଏ ତୋ ଭାଵ ଲଗାଅ

କେବଳ ଥରୁଟିଏ ତୋ ଭାଵ ଲଗାଅ ହେ ଗୋବିନ୍ଦ ଆଉ କିଛି ହିଁ ମାଗୁଣି ନାହିଁ ମୋର ତୁମରି ପୟରେ ହସ ଲୁହ ପିଇ ଜରା ଜରରେ କ୍ଷୀଣ ହେଲା ଦେହ ବୋହି ନପାରେ ବିକାର ସଢ଼ିଗଲି ଘୋର ମାୟାରେ

No comments:

Post a Comment