Thursday, 24 April 2025

କାହା ହୃଦୟ କମଳରେ ସଦା ତୋ ନିବାସ

କାହା ହୃଦୟ କମଳରେ ସଦା ତୋ ନିବାସ ଆଉ କିଏ ଝୁଣ୍ଟି ପଡିଲେ ଧାଇଁ ତୋଳି ଧରୁ ତୋ ସବୁ ଲୀଳା ଆଖି ଦେଖେ କାନ ଶୁଣେ ଆଉ ମୁଁ ଡାକିଲେ ଲୁଚିଯାଉ ହେ ବ୍ରହ୍ମଦାରୁ

No comments:

Post a Comment