Friday, 25 April 2025

ତୋର ମୋର ଭାବକୁ ସମ୍ପୂର୍ଣ୍ଣ ମୁଁ ତେଜନ୍ତି ଭାବୁଛି

ତୋର ମୋର ଭାବକୁ ସମ୍ପୂର୍ଣ୍ଣ ମୁଁ ତେଜନ୍ତି ଭାବୁଛି ହେ ହୃଦୟ ନିବାସୀ ଅନ୍ତର୍ଯ୍ୟାମୀ ଗୋପାଳ ହରେ ଇନ୍ଦ୍ରିୟ ମନ ବୁଦ୍ଧିକୁ ଦେହରେ ତାଲା ପକେଇଛି ହେ ଗୋବିନ୍ଦ ତୋ ଛନ୍ଦା ପାଦରେ ତଥାସ୍ତୁ ଥରେ

No comments:

Post a Comment