ନାରାୟଣୀ ନମସ୍ତୁତେ ନାରାୟଣୀ ନମସ୍ତୁତେ ନାରାୟଣୀ ନମସ୍ତୁତେ
ନାରାୟଣଙ୍କ ଅଲିଅଳି ସହୋଦରୀ ବଳଭଦ୍ରଙ୍କ ଅଲିଅଳି ସହୋଦରୀ
ଦୁର୍ଗା ଦେବୀ ନମସ୍ତୁତେ ଦୁର୍ଗା ଦେବୀ ନମସ୍ତୁତେ ଦୁର୍ଗା ଦେବୀ ନମସ୍ତୁତେ
ଅଖିଳ ନିଖିଳ ସକଳ ଜନନୀ ବାତ୍ସଲ୍ୟ ସ୍ନେହଁ ତୋ ତ୍ରିନୟନରେ ମାଆ
ଦାଶରଥି ଶ୍ୟାମା ପ୍ରସାଦ ଚଣ୍ଡୀ ଦାସ ମାଆ ଦୃଷ୍ଟିରୁ କୃପା ପଡେ ଝରି
No comments:
Post a Comment