A flower with 4 petals
Thursday, 24 April 2025
ଇନ୍ଦ୍ରିୟ ମନ ବିକାର ମିଳି ମିଶି ମହା ମେଳି କଲେ
ଇନ୍ଦ୍ରିୟ ମନ ବିକାର ମିଳି ମିଶି ମହା ମେଳି କଲେ ଦାରୁବ୍ରହ୍ମ ପରବ୍ରହ୍ମ ପରତ୍ମାଙ୍କୁ ସମ୍ପୂର୍ଣ ପାଷୋରିଲେ କାମନା ବାସନା ପଛରେ ଧାଇଁ ଦେହ ବୁଢା କଲେ ନିଶ୍ଵାସ ରାଧା ପ୍ରଶ୍ୱାଶ ଗୋବିନ୍ଦ ଅଜପା ତେଜିଲେ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment