A flower with 4 petals
Tuesday, 22 April 2025
ସୁଖ ପରେ ଦୁଃଖ ପରେ ଉଲ୍ଲାସ ପରେ ବିଷର୍ଣ୍ଣ
ମିଳନ ପରେ ବିଚ୍ଛେଦ ଉଲ୍ଲାସ ପରେ ବିଷର୍ଣ୍ଣ କାଳ ପାଞ୍ଜି ପୋଛଇ ମାସ ବର୍ଷ ଦିବସ ରାତ୍ର ହେ ଗୋବିନ୍ଦ ତୁମ୍ଭଙ୍କୁ ଭେଟିବା ଦିବସ ସପନ ଏହି ପତିତ ଦର୍ଶନ ଲଭିବ କି କମଳା ନେତ୍ର
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment