A flower with 4 petals
Sunday, 27 April 2025
ତୁମ୍ଭେ ନୀଳ ନିର୍ମଳ
ତୁମ୍ଭେ ନୀଳ ନିର୍ମଳ ଗଗନରେ ରବି ଚନ୍ଦ୍ର ନକ୍ଷତ୍ର ତୁମ୍ଭେ ଧରା କୋଳରେ ଉତ୍କଳ ଦେଶେ ଶ୍ରୀକ୍ଷେତ୍ର ତୁମ୍ଭେ ଆଦି ଅନାଦି ଧର୍ମ ସଂସ୍ଥାପନେ ଚକାଡୋଳା ପହଣ୍ଡି ବିଜୟ କାଳେ ପତିତପାବନ କମଳ ନେତ୍ର
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment