Friday, 25 April 2025

ତୁମରି ଅଣଚାଷକୁ ଚଷି ପୋଷଇ ଉଦର

ତୁମରି ଅଣଚାଷକୁ ଚଷି ପୋଷଇ ଉଦର ପଞ୍ଚ ଭୁତ ମେଳରେ ଶେଷ ହେବ ଆୟୁଷ ଅତି ସୁଶୀତଳ ଚକାଡ଼ୋଳାଙ୍କ ଭୁଜ ଛାଇ ଟିକେ ଥକା ମେଣ୍ଟାନ୍ତି ଜଳିହେବି ପାଉଁଶ

No comments:

Post a Comment